19.1 C
Bhubaneswar
Tuesday, February 3, 2026
Homeଓଡିଶାଷଣ୍ଢ ପାଇଁ ତାରାଙ୍କ ଚିନ୍ତା

ଷଣ୍ଢ ପାଇଁ ତାରାଙ୍କ ଚିନ୍ତା

ଭୁବନେଶ୍ୱର: ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଷଣ୍ଢ ପାଇଁ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ବୋଲି ତାରା ପ୍ରଶ୍ନ କରିଛନ୍ତି। ଏବଂ ସେ କହିଛନ୍ତି ଯେ , ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking