16.1 C
Bhubaneswar
Monday, February 9, 2026
Homeଓଡିଶାବାଚସ୍ପତିଙ୍କ ମାଇକ ଟାଣିଲେ ତାରା

ବାଚସ୍ପତିଙ୍କ ମାଇକ ଟାଣିଲେ ତାରା

ଭୁବନେଶ୍ୱର : ବାଚସ୍ପତିଙ୍କ ପୋଡିୟମ ଉପରକୁ   ଉଠିବାକୁ  ତାରା ବାହିନୀ ପତି ଉଦ୍ୟମ ଚଳାଇଛନ୍ତି । ଗୃହରେ  ବିଜେଡି  ଓ କଂଗ୍ରେସ ସଦସ୍ୟ ନାରାବାଜି କରିଛନ୍ତି । ବାଚସ୍ପତିଙ୍କ  ମାଇକ ଟାଣିଦେଲେ  ତାରାବାହିନୀପତି । ଅନ୍ୟପଟେ ଆଜି ସକାଳୁ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ  ହଟ୍ଟଗୋଳ ଦେଖାଦେଇଥିଲା   ା ଶୋକପ୍ରସ୍ତାବ ଆଗତ ପରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ । ନାରୀ ନିଯ୍ୟାତନା ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ  ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ନିକଟରେ ଜେରଦାର ପ୍ରତିବାଦ କରିଥିଲେ । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ ଦିନ ୧୨ଟା ୯ ଯାଏଁ ମୁଲତବି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking