23.1 C
Bhubaneswar
Sunday, February 8, 2026
Homeଓଡିଶାକୋର୍ଟରେ ତାରା ହାଜର

କୋର୍ଟରେ ତାରା ହାଜର

ବ୍ରହ୍ମପୁର: ଏଡିଜେ-୩ କୋର୍ଟରେ ତାରା ବାହିନୀପତି ହାଜର । ୨୦୧୭ର ଏକ ମାମଲାରେ କୋର୍ଟରେ ହାଜର ହେଲେ ତାରା । ବୋରିଗୁମ୍ମାର ଏକ ମଦଭାଟି ଭାଙ୍ଗିଥିବା ଅଭିଯୋଗରେ ହାଜର ହୋଇଛନ୍ତି । ତାରାଙ୍କ ସହ ୨୧ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking