ରାୟଗଡା: ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର ସଦର ମାର୍କେଟ ଓଭର ବ୍ରିଜ ଉପରୁ ତଳକୁ ଖସିଲା । କାହାର କିଛି କ୍ଷତି ଘଟି ନଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଟ୍ୟାଙ୍କର ଚାଳକ ଫେରାର ରହିଛି ।