24.1 C
Bhubaneswar
Monday, March 24, 2025
Homeଓଡିଶାତାମିଲନାଡୁର ଶରଣ ପଶିଛନ୍ତି : ସୁକାନ୍ତ

ତାମିଲନାଡୁର ଶରଣ ପଶିଛନ୍ତି : ସୁକାନ୍ତ

ଭୁବନେଶ୍ୱର : ନବୀନଙ୍କ ଆଭିମୁଖ୍ୟକୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । କହିଛନ୍ତି , ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି । ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି , ଆତ୍ମ ସମୀକ୍ଷା କରିବା ଦରକାର । ଡିଲିମିଟେସନ ପାଇଁ କୌଣସି ଗାଇଡଲାଇନ ଆସିନି । ଏହା ଦ୍ୱାରା ଓଡିସାର କ୍ଷତି ହେବନି, ଲାଭ ହେବ ।  ବିଜେଡି ବିରୋଧ କରୁଛି , ଅର୍ଥାତ ବିଜେଡି ଓଡିଶା ବିରୋଧୀ ।  ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ – ବିଜେଡି ଅଘୋଷିତ ମେଣ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking