ଭୁବନେଶ୍ୱର: ମେଧାବୀ ଛାତ୍ର ସୂରଜ ନାଗ ଦାଦନ ଖଟିବା ଘଟଣାରେ ସୂଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି । କହିଛନ୍ତି, ପରିବାର ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ଟପର ସୂରଜଙ୍କୁ ଶୀଘ୍ର ଓଡିଶାକୁ ଫେରାଇ ଅଣାଯିବ । ଅର୍ଥାଭାବରୁ ଦାଦନ ଖଟିବାକୁ ଯାଇ ସୂରଜ ଯାଇଛନ୍ତି କେରଳ । ଖୁବଶୀଘ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯିବ ।