27.1 C
Bhubaneswar
Saturday, December 6, 2025
Homeଓଡିଶାଗୋପାଳପୁର ଗଣ ଦୁଷ୍କର୍ମ ଘଟଣାରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ: ନବୀନ

ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ: ନବୀନ

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ  ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ  ଟ୍ୱିଟ କରି  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ କହିଲେ ନବୀନ ।  ଘଟଣା ଅତ୍ୟନ୍ତ ସ୍ପର୍ଶକାତାର । ସଭିଙ୍କୁ ଏହା ବିଚଳିତ କରିଛି । ପଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ରାଜ୍ୟରେ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରନ୍ତୁ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking