ଭୁବନେଶ୍ୱର: ଦୀଘାରେ ଜଗନ୍ନାଥ ଧାମ ଲେଖାଯିବା ପ୍ରସଙ୍ଗରେ ମମତାଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସମାଲୋଚନା କରିଛନ୍ତି । ଏହା ମମତାଙ୍କ ଅହଙ୍କାରର ପ୍ରତୀକ । ହଜାର ହଜାର ଜଗନ୍ନାଥ ମନ୍ଦିର ରହିଛି । ହେଲେ ପୁରୀ ହେଉଛି ମୂଳ ପୀଠ । କେହି କହିଦେଲେ କୌଣସି ଜାଗା ପୀଠ ହୋଇଯାଏନି ।