19.1 C
Bhubaneswar
Tuesday, January 13, 2026
Homeଓଡିଶାବସ୍ତିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବସ୍ତିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ୟୁନିଟ ୪ ରାମପୁର ବସ୍ତିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ରାତିରେ ଶୋଇଥିଲେ, ସକାଳେ ମୃତଦେହ ମିଳିଥିଲା । ସ୍ତ୍ରୀ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କୁ ଜଣାଇଥିଲେ ସ୍ୱାମୀ । ପୋଲିସ ପହଁଚିବା ପରେ ମୃତଦେହ ତଳେ ପଡ଼ିଥିବାରୁ ସନ୍ଦେହ । ୨ ଦିନ ତଳେ କୌଣସି ଘଟଣାକୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking