30.1 C
Bhubaneswar
Saturday, February 14, 2026
Homeଓଡିଶାବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ: ବରଗଡ ଜେଲ୍‌ରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ, ମୃତକଙ୍କ ନାମ ଅତାବିରା ଥାନା ଅଞ୍ଚଳର ଜନ୍ନପଡ଼ା ଗ୍ରାମର ଗିରିହରି ରୋହିଦାସ ବୋଲି ଚିହ୍ନଟ କରାଯାଇଛି। ଗିରିହରି ଏକ ପକ୍ସୋ ମାମଲାରେ ବରଗଡ଼ ଜେଲରେ ଜଣେ ବିଚାରାଧୀନ କଏଦୀ ଥିଲେ। ପୋଲିସ ତଦନ୍ତ ଚାଲିଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking