26.1 C
Bhubaneswar
Saturday, December 13, 2025
Homeଓଡିଶାମାମୁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ

ମାମୁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ମାମୁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ । ମାମୁ ଘର  ଶ୍ରୀରାମପୁର ଗାଁ ଠାରୁ ୨ କିମି ଦୂରରେ ମୃତଦେହ ଉଦ୍ଧାର ହୋଇଛି ।  ବିଡାପାଜୁ ଗାଁ ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର ହୋଇଛି ।  ହାତରେ କଟା ଦାଗ ଅଛି । ଯୁବକଙ୍କୁ କିଏ ଓ କାହିଁକି ମାରିଲା ତାହାର କାରଣ ଅସ୍ପଷ୍ଟ ରହିଛି ।  ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥି ସହିତ ସମ୍ପୃକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking