20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶସାମ୍ବାଦିକାଙ୍କ ସନ୍ଦେହଜନକ ମୃତ୍ୟୁ

ସାମ୍ବାଦିକାଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ତେଲୁଗୁ ଚ୍ୟାନେଲରକ ନ୍ୟୁଜ ଆଙ୍କର ସ୍ୱେଚା ଭଟକରଙ୍କ  ଶୁକ୍ରବାରଦିନ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତାଙ୍କ ବାସଭବନରୁ  ଶୁକ୍ରବାର ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏନେଇ ଶନିବାର ଦିନ ସୂଚନା ଦେଇଛି ।  ହେଲେ  ତାଙ୍କ ବାପାଙ୍କ ଅଭିଯୋଗ କ୍ରମେ  ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି   ା     ସ୍ୱେଚା ଭଟକର ଥିଲେ ଜଣେ ଭଲ ସାମ୍ବାଦିକା , ଲେଖିକା ।  ସାମ୍ବାଦିକାଙ୍କ ମୃତ୍ୟୁ ଖବରକୁ ନେଇ କେଟିଆର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking