25.1 C
Bhubaneswar
Tuesday, March 24, 2026
Homeଓଡିଶାଖଣ୍ଡଗିରି ଶିବାନନ୍ଦ ସ୍କୁଲ ନାଁରେ ଅଭିଯୋଗ

ଖଣ୍ଡଗିରି ଶିବାନନ୍ଦ ସ୍କୁଲ ନାଁରେ ଅଭିଯୋଗ

ଭୁବନେଶ୍ୱର: ଖଣ୍ଡଗିରି ଶିବାନନ୍ଦ ସ୍କୁଲ ନାଁରେ ସଂଘାତିକ ଅଭିଯୋଗ ଘଟଣା ।  ଖଣ୍ଡଗିରିର ଶିବାନନ୍ଦ ସେଣ୍ଟେନାରି ବଏଜ ସ୍କୁଲ ନାରେ ଆସିଥିବା ସାଙ୍ଘାତିକ ଅଭିଯୋଗର ଆସନ୍ତା ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ପାଇଁ ସମୟ ଦେଲେ ଛାତ୍ର ଓ ରାଷ୍ଟ୍ରୀୟ ଅଭିଭାବକ ସଂଘ। ଆଇଆଇସି, ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ପିଲାଙ୍କୁ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଯେ ପର୍ୟ୍ୟନ୍ତ ସେମାନଙ୍କ ଅଭିଯୋଗ ଆଧାରରେ ସ୍କୁଲ ହଷ୍ଟେଲ ସୁପରିଟେଣ୍ଡେଣ୍ଟ କିଶୋର ଚନ୍ଦ୍ର ଦାସ ଏବଂ ଅନ୍ୟ ଜଣେ ଷ୍ଟାଫଙ୍କୁ କଢ଼ା ନଯାଇଛି, ସେ ପର୍ଯ୍ୟନ୍ତ ସେମାନେ ସ୍କୁଲ ଯିବେନି ପାଠ ପଢିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking