24.1 C
Bhubaneswar
Monday, February 2, 2026
Homeଓଡିଶାଝୁଲିଲା ବସ୍‌ ଧର୍ମଘଟ ନିଷ୍ପତ୍ତି

ଝୁଲିଲା ବସ୍‌ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ପ୍ରସଙ୍ଗରେ କାଲି ବୈଠକ। ସରକାରଙ୍କ ସହ ଆଲୋଚନା ସଫଳ ନେଇ ବସ୍‌ ମାଲିକ ସଂଘର ସୂଚନା ଦେଇଛନ୍ତି। ଆସନ୍ତାକାଲିର ବୈଠକ ପରେ ୨୪ ତାରିଖ ଧର୍ମଘଟ ନେଇ ନିଷ୍ପତ୍ତି। ଜିଲ୍ଲା ମୁଖ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବିରୋଧ କରୁଛି ମାଲିକ ସଂଘ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking