26.1 C
Bhubaneswar
Tuesday, June 10, 2025
Homeଓଡିଶାସୁଶାନ୍ତ ନାଏକ ହତ୍ୟାକାଣ୍ଡ ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ସୁଶାନ୍ତ ନାଏକ ହତ୍ୟାକାଣ୍ଡ ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସୁଶାନ୍ତ ନାଏକ ହତ୍ୟାକାଣ୍ଡ ମାମଲା । ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  , ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ । ଅତିରିକ୍ତ ଜିଲ୍ଲାଦୌରାଜଜ ବନ୍ଦନା କର କୋର୍ଟ  ରାୟ ଶୁଣାଇଛନ୍ତି । ସୁଶାନ୍ତଙ୍କୁ ୨୦୨୩ ମେ ୨୪ରେ ହତ୍ୟା କରାଯାଇଥିଲା । ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ୫ ଜଣ ଅଭିଯୁକ୍ତ । କ୍ୟାପିଟାଲ ଥାନାର ଜିଇଡି ବସ୍ତିରେ ହତ୍ୟାକାଣ୍ଡ ହୋଇଥିଲା । ଡ୍ରେନେଜ ପାଣିକୁ ନେଇ ବଚସା ପରେ ଏଭଳି ହତ୍ୟାକାଣ୍ଡ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking