35.1 C
Bhubaneswar
Monday, June 2, 2025
Homeଓଡିଶାଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ

ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ନୂଆପଡା ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କର ଘରେ  ଚଢାଉ ହୋଇଛି । ଆୟ ବହିର୍ଭୁତ ସସମ୍ପତ୍ତି ଠୁଳ ଅଭିଯୋଗରେ ଏକା ସାଙ୍ଗରେ ୮ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ନୂଆପଡା ସମେତ ଭୁବନେଶ୍ୱର, ପୁରୀ ଏବଂ ପିପିଲିର ବିଭିନ୍ନ ସ୍ଥାନରେ ଚଢାଉ  ଜାରି ରହିଛି । ଭୁବନେଶ୍ୱରର ୫ଟି ସ୍ଥାନରେ ତନାଘନା କରୁଛି ଭିଜିଲାନ୍ସ ଟିମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking