ଭୁବନେଶ୍ୱର: ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସଚିବ । ସୁଶାନ୍ତ କୁମାର ବେହେରା ହେଲେ ଅଭିଯୋଗ ପ୍ରକୋଷ୍ଠ ସଚିବ । ନିହାର ରଞ୍ଜନ ଦାସ କଟକ ଆରଡିସି ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।