29.1 C
Bhubaneswar
Thursday, June 19, 2025
Homeଓଡିଶାବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ସର୍ଭେ ଚାଲିଛି, ପଦକ୍ଷେପ ନିଶ୍ଚୟ: ମନ୍ତ୍ରୀ

ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ସର୍ଭେ ଚାଲିଛି, ପଦକ୍ଷେପ ନିଶ୍ଚୟ: ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶକାରୀ  ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ । ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି । ବାଂଲାଦେଶୀ ବିଶୃଙ୍ଖଳା ଓ ଦେଶ ପ୍ରତି ବିପଦ ତିଆରି କରୁଛନ୍ତି । ଆମ ଦାୟିତ୍ୱ ସେମାନଙ୍କୁ ଚିହ୍ନଟ କରି ତାଙ୍କ ଜାଗାକୁ ଫେରାଇଦେବା । କେମିତି ଭୋଟ ପରିଚୟ ପତ୍ର , ରାସନ କାର୍ଡ ପାଇଲେ ଅନୁସନ୍ଧାନ  ହେଉଛି । ଏବେ ସର୍ଭେ ଚାଲିଛି , ପଦକ୍ଷେପ ନିଶ୍ଚୟ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking