21.1 C
Bhubaneswar
Wednesday, February 4, 2026
Homeଓଡିଶାନାବାଳକ ମାଓବାଦୀର ଆତ୍ମସମର୍ପଣ

ନାବାଳକ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ନାବାଳକ ମାଓବାଦୀର ଆତ୍ମସମର୍ପଣ । ମାଲକାନଗିରି ଏସ୍‌ପିଙ୍କ ନିକଟରେ ବୁଧବାର ଆତ୍ମସମର୍ପଣ କରିଛନ୍ତି ଜଣେ ଛତିଶଗଡ଼ି ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଉଛନ୍ତି ମୁକେଶ କୋଷା। ସେ ସୁକୁମା ଜିଲା ସିଲ୍ଲଗେର ଗ୍ରାମର ଅଧିବାସୀ। ୨୦୨୩ରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ। ଦୀର୍ଘ ୮ମାସ ହେବ ମାଓ ସଂଗଠନରେ କାର୍ୟ୍ୟ କରି ବହୁ ହିଂସା କାଣ୍ଡରେ ସାମିଲ ଥିଲେ। ତାଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରି ଥଇଥାନ ଲାଗି ପଦକ୍ଷେପ ନିଆଯିବ ବୋଲି ଡିଆଇଜି ଚରଣ ସିଂହ ମୀନା କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking