ଭୁବନେଶ୍ୱର : ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି ରାସନ କାର୍ଡ । କାଯ୍ୟାନୁଷ୍ଠାନ ନେବା ପୂର୍ୱରୁ ସରେଣ୍ଡର ପାଇଁ ଯୋଗାଣ ମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରିଛନ୍ତି । ଖାଦ୍ୟ ଖାଉଟି କଲ୍ୟାଣ ଯୋଗାଣ ମନ୍ତ୍ରୀ କହିଛନ୍ତି ଇକେୱାଇସି ସରିବା ପୂର୍ୱରୁ ସରେଣ୍ଡର କରନ୍ତୁ । ସରେଣ୍ଡର ନ କଲେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।