28.1 C
Bhubaneswar
Sunday, September 8, 2024
Homeଓଡିଶାଭିଜିଲାନ୍ସ ହାତରେ ସରପଞ୍ଚ

ଭିଜିଲାନ୍ସ ହାତରେ ସରପଞ୍ଚ

କଳାହାଣ୍ଡି : ଭିଜିଲାନ୍ସ ହାତରେ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତଙ୍କୁ ରାସ୍ତା ଉପରୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ଏହାସହିତ ତାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ସହିତ ତାଙ୍କ ବୋଲେରୋ ଜବତ କରିଛି ଭିଜିଲାନ୍ସ । ଶୁକ୍ରବାର ସରପଞ୍ଚ ଦିନେଶ ଗୋଲାମୁଣ୍ଡାରୁ ନିଜର ବୋଲେରୋରେ ବୃନ୍ଦାବାହାଲ ସ୍ଥିତ ନିଜ ଘରକୁ ଆସୁଥିଲେ । ଏହି ସମୟରେ ସନ୍ଦେହଜନକ ଭାବେ ଖଲିଆକାନି ନିକଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗାଡିକୁ ଅଟାକାଇଥିଲେ । ପରେ ତାଙ୍କ ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ନଗଦ ୫ ଲକ୍ଷ ୪ ଜହାର ଟଙ୍କା ମିଳିଥିଲା । ହେଲେ ହେଲେ ଟଙ୍କା ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ ସରପଞ୍ଚ । ଯାହାପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking