30.1 C
Bhubaneswar
Saturday, September 28, 2024
Homeଓଡିଶାସୁରମା ପାଢୀ ବାଚସ୍ପତି

ସୁରମା ପାଢୀ ବାଚସ୍ପତି

ଭୁବନେଶ୍ୱର: ସୁରମା ପାଢୀ ଓଡିଶା ବିଧାନସଭା ବାଚସ୍ପତି ନିର୍ବାଚିତ । ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ ନିଦ୍ୱର୍ନ୍ଦରେ ଓଡିଶା ବିଧାନସଭାର ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି ବାଚସ୍ପତି ସୁରମା ପାଢୀ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ସୁରମା । ଦାୟିତ୍ୱ ଗ୍ରହଣ ପରେ ପରିଚାଳନା କଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking