ନୂଆଦିଲ୍ଲୀ: ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ପ୍ରେସମିଟ କରିଛନ୍ତି । କହିଛନ୍ତି ,ଓଡିଶାରେ ମହିଳା ଅସୁରକ୍ଷିତ କହି ବର୍ଷିଲେ ସୁପ୍ରିୟା । ଆହୁରି କହିଛନ୍ତି ,ଏକଥା ଆମେ କହୁନୁ ସରକାରଙ୍କ ଡାଟା କହୁଛି । ଦୁଷ୍କର୍ମ ବଢିଛି , ସୁଭଦ୍ରା ବଦଳରେ ସୁରକ୍ଷା ଦିଅ । ୪୪ ହଜାର ମହିଳା ନିଖୋଜ , କି ପଦକ୍ଷେପ ନେବେ । ଜଗନ୍ନାଥଙ୍କ ମାଟିରେ ଧ୍ରୁତରାଷ୍ଟ୍ର ପାଲଟିଛି ବିଜେପି । ୨୭ ତାରିଖରେ ବିଧାନସଭା ଘେରାଉ କରିବୁ କହିଛନ୍ତି ସୁପ୍ରିୟା । ବିଧାନସଭାରେ ସର୍ୱଦଳୀୟ କମିଟି ଗଠନ ଆମର ଦାବି ।