21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା

 ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା

ବ୍ୟୁରୋ  : ଦୀପାବଳିରେ  ରାଜଧାନୀ  ଦିଲ୍ଲୀରେ ବାଣ ଫୁଟିବା ଯୋଗୁଁ ବାୟୁ ପ୍ରଦୂ ଷଣର ମାତ୍ରା ଅଧିକ ହୋଇଥିଲା ।  ବାୟୁ ପ୍ରଦୂଷଣ ଓ ବାଣ ଫୁଟିବା ପାଇଁ  ଦିଲ୍ଲୀ ସରକାରଙ୍କ ଉପରେ  ଅସନ୍ତୋଷ ପ୍ରକାଶ କରିଛନ୍ତି ।  ସଜ୍ମୋଚ୍ଚ ଅଦାଲତ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ।  ସୁପ୍ରିମ କୋର୍ଟ  ଦିଲ୍ଲୀ- ଏନସିଆରରେ  ଅଞ୍ଚଳରେ  ବାଣ ଫୁଟାଇବାକୁ ବାରଣ କରିଥିଲେ ।  ଏମିତିକି ସବୁଜ ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ମିଳିନଥିଲା ।  ଏହା ସତ୍ତ୍ୱ  ଦିଲ୍ଲୀରେ ବାଣ ଫୁଟାଇଥିଲେ ।  ବର୍ତ୍ତମାନ ଏହି ମାମଲା  ସୁପ୍ରିମ କୋର୍ଟକୁ ଯାଇଥିଲା ଏବଂ କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking