ଭୁବନେଶ୍ୱର: ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ପ୍ରେସମିଟ କରି ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଦାସ । କହିଛନ୍ତି,ବିଜେପି ଚାହୁଁଥିଲା କଂଗ୍ରେସ ସମାବେଶ ବିଫଳ ହେଉ ବୋଲି । ୧୦ ଲକ୍ଷ ଡ୍ରାଇଭରଙ୍କ ପାଇଁ ନୀତି ନିୟମ ବୋଲି କିଛି ନାହିଁ । ଏନେଇ ରାହୁଲ ଗାନ୍ଧି ତାଙ୍କ ପାଇଁ ସ୍ୱର ଉଠାଇଲେ । ଡ୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ । ଡ୍ରାଇଭର ସଂଘର ସହେଯାଗ ଯୋଗୁଁ ସମାବେଶ ସଫଳ ହେଲା ।









