28.1 C
Bhubaneswar
Thursday, May 1, 2025
Homeଦେଶ ବିଦେଶସରକାରଙ୍କ ପଦକ୍ଷେଙ୍କୁ ସମର୍ଥନ: ରାହୁଲ

ସରକାରଙ୍କ ପଦକ୍ଷେଙ୍କୁ ସମର୍ଥନ: ରାହୁଲ

ନୂଆଦିଲ୍ଲୀ: ପହଲଗାମ ହମଲାକୁ କଡା ନିନ୍ଦା କଲେ ରାହୁଲ ଗାନ୍ଧି । ପହଲଗାମ ଆହତଙ୍କୁ ଭେଟିବା ପରେ ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରତିଟି ପଦକ୍ଷେପକୁ ଆମେ ସମର୍ଥନ କରୁଛୁ । ଆତଙ୍କବାଦ ବିରୋଧରେ ଆମକୁ ଏକଜୁଟ ହୋଇ ଲଢିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking