14.1 C
Bhubaneswar
Monday, January 12, 2026
Homeଓଡିଶାଜେଲ ଗଲେ ଯୋଗାଣ ନିରୀକ୍ଷକ

ଜେଲ ଗଲେ ଯୋଗାଣ ନିରୀକ୍ଷକ

ଅନୁଗୁଳ: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଯୋଗାଣ ନିରୀକ୍ଷକ । ଯୋଗାଣ ନିରୀକ୍ଷକ ୪ ବର୍ଷ ଜେଲ ଦଣ୍ଡାଦେଶ । ବାରିପଦା ଯୋଗାଣ ନିରୀକ୍ଷକ ବବିଲତା ବେହେରା ଦୋଷୀ ସାବ୍ୟସ୍ତ । ଅନୁଗୁଳ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡ ଘୋଷଣା କରିଛନ୍ତି । ସବ୍ ହୋଲସେଲରଙ୍କୁ ୟୁସି ଦେବାକୁ ୪୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ଯୋଗାଣ ନିରୀକ୍ଷକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking