37.1 C
Bhubaneswar
Thursday, March 12, 2026
Homeଓଡିଶାକାଲି ସୁନ୍ଦରଗଡ ବନ୍ଦ ଡାକରା

କାଲି ସୁନ୍ଦରଗଡ ବନ୍ଦ ଡାକରା

ଭୁବନେଶ୍ୱର : ତାମିଲନାଡୁରେ ଓଡିଆ ଝିଅଙ୍କୁ ଶୋଷଣ  ଘଟଣାରେ ଆସନ୍ତାକାଲି  ସୁନ୍ଦରଗଡ ଜିଲ୍ଲାରେ ବନ୍ଦ ଡାକରା  କରାଯାଇଛି । କୋଶଳ ସମାଜ ପକ୍ଷରୁ ସୁନ୍ଦରଗଡରେ ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କଲେଜ , ଅଫିସ ବନ୍ଦ କରିବାକୁ ନିଷ୍ପତ୍ତି ଦିଆଯାଇଛି । ଚାକିରୀ ନାଁରେ ୯୦ ଆଦିବାସୀ ଝିଅ ଶୋଷଣର ଶିକାର  ହୋଇଛନ୍ତି ।  ଏନେଇ  ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking