25.1 C
Bhubaneswar
Thursday, February 12, 2026
Homeଓଡିଶାଗ୍ରୀଷ୍ମ ପ୍ରବାହ: ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ ଖୋଲିବାକୁ ଚିଠି

ଗ୍ରୀଷ୍ମ ପ୍ରବାହ: ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ ଖୋଲିବାକୁ ଚିଠି

ଭୁବନେଶ୍ୱର :ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ସକାଳୁଆ ଖୋଲିବାକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। ସବୁ କଲେଜର ପ୍ରିନ୍ସିପାଲ ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ମାନଙ୍କୁ ଚିଠି ଲେଖିଛି ବିଭାଗ । ଅପରାହ୍ନରେ ବାହ୍ୟ କାର୍ଯ୍ୟକଳାପ ନରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ।ଗ୍ରୀଷ୍ମ ପ୍ରବାହ ମୁକାବିଲା ଏସଓପି ପାଳନର ତଦାରଖ ପାଇଁ ସ୍କ୍ବାଡ୍ ଗଠନ ହେବ। ଏଥିସହ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ୍ କିଟ୍ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି।ଦିନକୁ ଦିନ ଖରା ବଢୁଥିବାରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ପାଠପଢା ଓ ପରୀକ୍ଷା କରିବାକୁ ମାର୍ଗଦର୍ଶିକା ଜାରି କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking