19.1 C
Bhubaneswar
Saturday, February 7, 2026
Homeଓଡିଶାଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା: ଦେବାଶିଷ

ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା: ଦେବାଶିଷ

ଭୁବନେଶ୍ୱର: ସୁଲତାଙ୍କ ପୋଷ୍ଟକୁ ନେଇ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି , ମୁଁ କେବେ ଦଳକୁ ଆସିଛି  ସେ କେବେ ଆସିଛନ୍ତି ଫରକ ଅଛି । ନବୀନ ପଟ୍ଟନାୟକ କହିବା ପରେ ଆମର କାହାର ଅଧିକାର ନାହିଁ । ଜୁନିୟର ହୋଇ କି ଦଳର ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା । ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନିଆଯାଇଛି । କାଯ୍ୟାନୁଷ୍ଠାନ ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking