ଯାଜପୁର:ଚାରି ହଜାର ଟଙ୍କା ଲଞ୍ଚ ନେଉ ଥିବା ଅବସ୍ଥା ରେ ଭିଜିଲାନ୍ସ ହାତରେ ଧରାପଡିଲେ ସୁକିନ୍ଦା ଥାନ ଏଏସ ଆଈ ଅଭୟ କୁମାର ନାୟକ l ସେ ସ୍ଵାମୀ ସ୍ତ୍ରୀ ଝଗଡ଼ା କେସ ର ଦଫା କରିବା ପାଇଁ ଚରି ହଜାର ଟଙ୍କା ଲାଞ୍ଚ ନେବାବେଳେ ପୁର୍ବ ରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ବିଭାଗ ର ଅଫିସର ମାନେ ଧରି ଥିଲେ ଏ ଏସ ଆଇ ଅଭୟ କୁମାର ନାୟକ ଙ୍କୁ ଗିରଫ କଲା ପରେ କଟକ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟ କୁ ନିଆ ଯାଇଛି ଗିରଫ ହୋଇ ଥିବା ସୁକିନ୍ଦା ସରକାରୀ କ୍ୱାଟର ବିଞ୍ଜାର ପୁର ଓ କେନ୍ଦ୍ରାପଡ଼ା ବାସ ସ୍ଥାନ ଗୃହ ଏକା ସଂଗ ରେ ଚଢାଉ କରାଯାଇଥିଲା କଟକ ଭିଜିଲାନ୍ସ ବିଭାଗ କେସ ନ 2/୨୫ u/s 7pc (amendedment)act ,2018 ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି l