20.1 C
Bhubaneswar
Thursday, January 30, 2025
Homeଓଡିଶାନିଶା ଖାଇବାକୁ ବାରଣ କରିବାରୁ ଆତ୍ମହତ୍ୟା

ନିଶା ଖାଇବାକୁ ବାରଣ କରିବାରୁ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀ ପଳାଶୁଣି ଅଞ୍ଚଳରେ ଅଭାବନୀୟ ଘଟଣା। ନିଶା ଖାଇବାକୁ ବାରଣ କରିବାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବେକରେ ରଶି ଲଗାଇ ଉକ୍ତ ବ୍ୟକ୍ତି ଜଣଙ୍କ ଝୁଲିପଡିଥିଲେ। ମୃତକଙ୍କ ନାଁ ହେଉଛି କୈବଲ୍ୟ ଜେନା । ବୟସ ୪୦ ବର୍ଷ। ସେ ପୂର୍ବରୁ ବ୍ରାଉନସୁଗର ମାମଲାରେ ଜେଲ ଯାଇଥିଲେ। ତେବେ ଆଜି ଝୁଲନ୍ତା ଅବସ୍ଥାରେ ପଳାଶୁଣି ଅଞ୍ଚଳରୁ ତାଙ୍କର ମୃତଦେହ ମିଳିଛି। ପୁଲିସ ମୃତଦେହ ଜବତ କରିଛି । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking