ମୟୁରଭଞ୍ଜ: ବିଲ ମଝିରେ ଆତ୍ମହତ୍ୟା ଉଦ୍ୟମ । ମହିଳା ମୃତ , ପୁରୁଷ ଗୁରୁତର ହୋଇଛନ୍ତି । ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ । ଦେହରେ ପେଟ୍ରାଲ ଢାଳିବାର ଦେଖି ଲୋକମାନେ ପାଟି କରିଥିଲେ । ସେମାନଙ୍କୁ ମେଡିକାଲ ନେଇଥିଲେ । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁରୁଷ ଶୁକୁଳି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ମୟୁରଭଞ୍ଜ ଖିଚିଂ ଗାଁର । ମୟୁରଭଞ୍ଜ ଖିଚିଂଞ୍ଚ କଲେଜ ସାମ୍ନାରେ ଅଭାବନୀୟ ଘଟଣା ଘଟିଛି । ତେବେ ଉଭୟଙ୍କ ଆତ୍ମାହୁତି ଉଦ୍ୟମର କାରଣ ସ୍ପଷ୍ଟ ହୋଇନାହିଁ ।









