26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଆତ୍ମଘାତୀ ଆକ୍ରମଣ, ୮ ମୃତ

ଆତ୍ମଘାତୀ ଆକ୍ରମଣ, ୮ ମୃତ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ପୁଲିସ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୬ ଜଣ ଆଇନ ପ୍ରବର୍ତ୍ତନକାରୀ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ ଥିବା ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାର ମୀର ଅଲ୍ଲୀ ତହସିଲରେ ଥିବା ଅସଲମ୍ ଚେକ୍ ପୋଷ୍ଟରେ ଏହି ବିସ୍ଫୋରଣ ଘଟିଛି। ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking