22.1 C
Bhubaneswar
Wednesday, December 10, 2025
Homeଓଡିଶାରାଜନୀତିରେ ଏପରି ଘଟେ ମନ୍ତବ୍ୟ ଟର୍ଣ୍ଣିଂ ପଏଣ୍ଟ: ଶ୍ରୀମୟୀ

ରାଜନୀତିରେ ଏପରି ଘଟେ ମନ୍ତବ୍ୟ ଟର୍ଣ୍ଣିଂ ପଏଣ୍ଟ: ଶ୍ରୀମୟୀ

ଭୁବନେଶ୍ୱର: ପୁଣି ସୋସିଆଲ ମିଡିଆ ଜରିଆରେ ରୋଷ ଝାଡିଲେ ଶ୍ରୀମୟୀ ମିଶ୍ର । ନବୀନ ବାବୁଙ୍କୁ କେବଳ ଦଳର ସଭାପତି ଭାବିନଥିଲି, ବାପା ଭାବୁଥିଲି ।  ମୋ ପ୍ରତି ଅପଶବ୍ଦ ପ୍ରୟୋଗ ନେଇ ନବୀନ ନିବାସ ଯାଇ ଜଣାଇଥିଲି ।  ଦଳର ସଭାପତି ସବୁ ଶୁଣାଇଲା ପରେ କହିଲେ ରାଜନୀତିରେ ଏପରି ଘଟେ । ଏହି ଘଟଣା ହିଁ ମୋ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା । ମତେ ଲାଗିଲା ସତରେ କଣ  ମୋ ବାପାଙ୍କ ସାମ୍ନାରେ ମୋର କିଛି ମହତ୍ତ୍ୱ ନାହିଁ । ସେତେବେଳେ ଦଳର ଆଗଧାଡିର ନାରୀ ନେତ୍ରୀ ସ୍ୱାର୍ଥ ଦୃଷ୍ଟିରୁ ଚୁପ ରହିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking