29.1 C
Bhubaneswar
Saturday, February 7, 2026
Homeଓଡିଶାଧାନ ଉଠିବାର ୪୮ ଘଣ୍ଟାରେ ମିଳିବ ସବ୍‌ସିଡି: ମନ୍ତ୍ରୀ

ଧାନ ଉଠିବାର ୪୮ ଘଣ୍ଟାରେ ମିଳିବ ସବ୍‌ସିଡି: ମନ୍ତ୍ରୀ

ଭୁବନେଶ୍ୱର: ମଣ୍ଡି ଖୋଲିବା ନେଇ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା। ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜିଠୁ ମଣ୍ଡି ଖୋଲୁଛି, ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏମଏସପି ଉପରେ ସବ୍‌ସିଡି ଟଙ୍କା କୃଷି ବିଭାଗ ପକ୍ଷରୁ ଦିଆଯାଉଛି। ଧାନ ଉଠିବାର ୪୮ ଘଣ୍ଟାରେ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ମିଳିବ। ସିଧାସଳଖ ଚାଷୀଙ୍କ ଖାତାରେ ଟଙ୍କା ଜମା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking