ଭୁବନେଶ୍ୱର: ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରତିକ୍ରିୟା । ପାଣ୍ଡିଆନ କହିସାରିଛନ୍ତି ସେ ଆଉ ରାଜନୀତିରେ ନାହାନ୍ତି, ପୁଣି ତାଙ୍କୁ କାହିଁକି ଜାଣିଶୁଣି ଟଣାଯାଉଛି? ଆମ ଦଳର ନେତା ନବୀନ ପଟ୍ଟନାୟକ । ନବୀନ ମଧ୍ୟ ୱାକଫ ବିଲ୍ ନେଇ ସ୍ପଷ୍ଟ କରିସାରିଛନ୍ତି ।