ଭୁବନେଶ୍ୱର: ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ସୁବାସ ସିଂ ା ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କଲେ ସୁବାସ ସିଂ । ଦେବାଶିଶଙ୍କ ମାନସିକ ସ୍ଥିତି ବିଗିଡିଯାଇଛି । ଯେଉଁ ରାଜନୈତିକ ଦଳଙ୍କ ଇଙ୍ଗିତରେ କାମ କରୁଛନ୍ତି , ବୁଝି ହେଉନି । କେଉଁ ଦଳକୁ ସେ ଯିବାକୁ ଇଚ୍ଛା ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁବାସ ସିଂ । ପାଣ୍ଡିଆନ ହଟାଓ ନାରା ଯିଏ କରୁଛି ସିଏ ନିଜେ ବଦନାମ ।