24.1 C
Bhubaneswar
Tuesday, February 10, 2026
Homeଓଡିଶାସୁଭଦ୍ରା ଯୋଜନା ସହ ନାରୀ ସଶକ୍ତିକରଣର ବଡ଼ ପ୍ରତୀକ: ଧର୍ମେନ୍ଦ୍ର

ସୁଭଦ୍ରା ଯୋଜନା ସହ ନାରୀ ସଶକ୍ତିକରଣର ବଡ଼ ପ୍ରତୀକ: ଧର୍ମେନ୍ଦ୍ର

ଭୁବନେଶ୍ୱର: ମାଆ ଭଉଣୀମାନଙ୍କୁ ସଶକ୍ତ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ କାର୍ୟ୍ୟକାରୀ ହେଉଥିବାସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କୋଟିରୁ ଅଧିକ ହେବା ଅବସରରେ ଖୁସି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ପ୍ରଧାନଏକ୍ସରେ ସୁଭଦ୍ରା ଯୋଜନା ସମ୍ପର୍କୀତ ଏକ ଭିଡ଼ିଓ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରିୟାନ୍ୱୟନ ହୋଇଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କୋଟିରୁ ଉର୍ଦ୍ଧ୍ୱ ହୋଇଛି ଆମର ମାଆ ଭଉଣୀମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଆତ୍ମନିର୍ଭର କରିବା ଦିଗରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ  

ଓଡ଼ିଶାର ନାରୀଶକ୍ତିର ଅଭ୍ୟୁତ୍ଥାନ ବଳରେ ହିଁ ଓଡ଼ିଆ ଅସ୍ମିତାର ଶ୍ରୀବୃଦ୍ଧି ସମ୍ଭବ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ଯୋଜନାର ଏକ ପରିକଳ୍ପନା ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ   ‘ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟରେ ଲକ୍ଷ ୩୦ ହଜାରରୁ ଉର୍ଦ୍ଧ୍ୱ ମାଭଉଣୀଙ୍କୁ ୧୧୫ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ରାଜ୍ୟ ସରକାର ଏହି ଯୋଜନାରେ ଆଜି ସୁଦ୍ଧା  କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରିଛନ୍ତି ଏହି ଯୋଜନାରେ ଆମର ମାତୃଶକ୍ତିମାନେ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିସାବରେ ଆଗାମୀ ବର୍ଷ ପର୍ୟ୍ୟନ୍ତ ୫୦ ହଜାର ଟଙ୍କା ପାଇବେ ସୁଭଦ୍ରା ଯୋଜନା ଆମର ମାଆ ଭଉଣୀମାନଙ୍କ ମନୋବଳ ବୃଦ୍ଧି କରିବା ସହ ନାରୀ ସଶକ୍ତିକରଣର ବଡ଼ ପ୍ରତୀକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking