32.1 C
Bhubaneswar
Sunday, March 8, 2026
Homeଓଡିଶାଖାତାକୁ ଆସିଲା ସୁଭଦ୍ରା ଚତୁର୍ଥ କିସ୍ତି

ଖାତାକୁ ଆସିଲା ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ପୂର୍ବଥର ଏଭଳି ଏଥର ବି ମହିଳା ଦିବସରେ ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲା ତାଳବଣିଆ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ସିଏମ୍ ମୋହନ ମାଝୀ ପହଞ୍ଚି ସୁଭଦ୍ର ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କରିଛନ୍ତି । ପ୍ରାୟ ଏକ କୋଟିରୁ ଅଧିକ ମହିଳାଙ୍କୁ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଲେଖାଏଁ ଟଙ୍କା ପଠାଯାଇଛି । ଏଥି ସହିତ ଚଳିତ ଥର ଦୁଇ ଲକ୍ଷରୁ ଅଧିକ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking