29.1 C
Bhubaneswar
Wednesday, October 16, 2024
Homeଓଡିଶା‘ସୁଭଦ୍ରା’ ମହିଳାଙ୍କୁ ସଶକ୍ତ କରିବ : ପ୍ରଭାତୀ

‘ସୁଭଦ୍ରା’ ମହିଳାଙ୍କୁ ସଶକ୍ତ କରିବ : ପ୍ରଭାତୀ

ଭୁବନେଶ୍ୱର : ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଯୋଜନାକୁ ନେଇ ବିରୋଧୀ ନାନା କଥା କହିବେ । ମାତ୍ର ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛି । ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳୁଛି ବିଜେପି । ୫ ହଜାର ଟଙ୍କା ଏକ ଛୋଟ ଆରମ୍ଭ ହୋଇପାରିବ । ଟଙ୍କା ଫେରାଇବେନି କି ସୁଧ ଦେବାକୁ ପଡିବନି । ମହିଳା ସଶକ୍ତିକରଣର ମୂଳପିଣ୍ଡ ହେବ ସୁଭଦ୍ରା । କିଏ କଣ କହୁଛନ୍ତି ତାହା ଅଲଗା କଥା । ଯୋଜନା ପାଇଁ ରାଜ୍ୟରେ ମହିଳା ଉପକୃତ ହେବେ । ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଏକ ବରଦାନ । ଯଦି କୋଟିଏ ମହିଳା ନୂଆ କଥା ଚିନ୍ତା କରିବେ ତେବେ ରାଜ୍ୟରେ ଗୋଟିଏ ବର୍ଷରେ ପରିବର୍ତ୍ତନ ଦେଖାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking