21.1 C
Bhubaneswar
Friday, February 6, 2026
Homeଓଡିଶା'ସୁଭଦ୍ରା' ଖୋଳତାଡ଼

‘ସୁଭଦ୍ରା’ ଖୋଳତାଡ଼

ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଚାଲିଛି ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ୍‌ ପାଇଁ ବଡ଼ ପଦକ୍ଷେପ ନେବେ ସରକାର। ଯୋଗ୍ୟଙ୍କୁ ସାମିଲ୍‌ ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ତତ୍ପରତା ଦେଖାଇଛି ବିଭାଗଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖେଯାଇଛି। ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking