ଭୁବନେଶ୍ୱର: ୨୪ ତାରିଖରେ ସୁଭଦ୍ରା ଟଙ୍କା ମିଳିବ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତେବେ ସୁନ୍ଦରଗଡ଼ରେ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଖାତାକୁ ଆସିବା ପ୍ରଥମ କିସ୍ତିରେ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତେବେ ସମସ୍ତ ମହିଳା ଆତ୍ମନେ ସ୍ୱାବଲମ୍ବୀ ହେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ମିଳିତ ଭାବେ ଏମିତି ଏକ ସୁଭଦ୍ରା ଯୋଜନା ଆରମ୍ଭ କରିଥିବା ବେଳେ ଆଗରୁ ପ୍ରଥମ କିସ୍ତିରେ ୨ ଟି ପର୍ଯାୟରେ ମହିଳା ମାନେ ଟଙ୍କା ପାଇଥିବା ବେଳେ ଏହି ପରିପେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ କିସ୍ତିର ତୃତୀୟ ଟଙ୍କା ନଭେମ୍ବର ୨୪ ତାରିଖ ରେ ମିଳିବ । ଏବଂ ଏହି ସୁଭଦ୍ରା ଯୋଜନାର ୫୦୦୦ ର ଟଙ୍କାର ସୁବିଧା ପାଇପାରିବେ ଏବଂ ଉପକୃତ ହେବେ ।