25.1 C
Bhubaneswar
Saturday, December 6, 2025
Homeଓଡିଶାସୁଭଦ୍ରା: ୬.୨୩ ଲକ୍ଷ ଆବେଦନ ବିଚାରାଧୀନ

ସୁଭଦ୍ରା: ୬.୨୩ ଲକ୍ଷ ଆବେଦନ ବିଚାରାଧୀନ

ଭୁବନେଶ୍ୱର: ସୁଭଦ୍ରାରେ ସାମିଲ ପାଇଁ  ବିଚାରଧୀନ ଅଛି ଆବେଦନ କରିଛନ୍ତି । ୬ ଲକ୍ଷ ୨୩ ହଜାର ୫୫୫ ହିତାଧିକାରୀଙ୍କ ଆବେଦନ ବିଚାରଧୀନ ରହିଛି ।  ୧ କୋଟି ୩୭ ଲକ୍ଷ ୫୯୪୧ ଜଣ ପାଇଛନ୍ତି ପ୍ରଥମ କିସ୍ତି । ୧ କୋଟି ୧୯ ଲକ୍ଷ ୨୭୨୪ ଜଣ ପାଇଛନ୍ତି ଦ୍ୱିତୀୟ କିସ୍ତି । ୯୭ ଲକ୍ଷ ୬୫ ହଜାର ୩୩୯ ଜଣ  ପାଇଛନ୍ତି ତୃତୀୟ କିସ୍ତି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ସୂଚନା ଦେଇଛନ୍ତି ।ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ। ସୁରୁଖୁରୁରେ ଚାଲିଛି  ବିଧାନଭା ଶୀତକାଳୀନ ଅଧିବେଶନ। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ  ଚାଲିଛିି ।ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking