21.1 C
Bhubaneswar
Saturday, February 7, 2026
Homeଓଡିଶାସୁଭଦ୍ରା ୩ୟ କିସ୍ତି: ବାଦ ପଡିଛନ୍ତି ପ୍ରାୟ ୪ ଲକ୍ଷ

ସୁଭଦ୍ରା ୩ୟ କିସ୍ତି: ବାଦ ପଡିଛନ୍ତି ପ୍ରାୟ ୪ ଲକ୍ଷ

ଭୁବନେଶ୍ୱର: ସୁଭଦ୍ରାର ୩ୟ କିସ୍ତିରୁ ବାଦ ପଡିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ ।  ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ପ୍ରଭାତୀ ପରିଡା ଉତ୍ତର  ରଖିଛନ୍ତି । କହିଛନ୍ତି, ୨ୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ ପଡିଛନ୍ତି । ସୁଭଦ୍ରାର ୧ମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ପାଇଛନ୍ତି ।  ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ । ମୋଟ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking