ଭୁବନେଶ୍ୱର: ଟ୍ୱିନ ସିଟିରେ ଟ୍ରାଫିକ ସମ୍ବାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଆଜି ୫୩ ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହେବେ । ସମସ୍ତ ଷ୍ଟୁଡେଣ୍ଟ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି । ଷ୍ଟୁଡେମ୍ଟ ଯୋଗଦାନ ବଡ ସହାୟକ ହେବ । ଷ୍ଟୁଡେଣ୍ଟଙ୍କ ଯୋଗଦାନ ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ।










