23.1 C
Bhubaneswar
Monday, December 29, 2025
Homeଓଡିଶାକଲେଜ ବାଥରୁମରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଲେଜ ବାଥରୁମରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: କଲେଜ ବାଥରୁମରୁ +୨ ଛାତ୍ରଙ୍କ  ଝୁଲନ୍ତା  ମୃତଦେହ ଉଦ୍ଧାର ହୋଇଛି । ପାଣିକୋଇଲି ଥାନା ଛୋଟରାୟପୁର ନିକଟ ଏକ ଘରୋଇ କଲେଜରୁ ଉଦ୍ଧାର କରାଯାଇଛି । ମୃତକଙ୍କ ପରିବାର ପକ୍ଷରୁ କଲେଜ ସମ୍ମୁଖରେ ହୋହଲ୍ଲା ସ୍ଥିତି ଦେଖାଦେଇଛି । ତେବେ ଯୁବକ ଜଣଙ୍କ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ  କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସହପାଠୀଙ୍କୁ ପଚରା ଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking