16.1 C
Bhubaneswar
Tuesday, December 9, 2025
Homeଓଡିଶାମୟୁରଭଞ୍ଜରେ ଛାତ୍ରଛାତ୍ରୀଙ୍କୁ ଭସାଣି ମନା

ମୟୁରଭଞ୍ଜରେ ଛାତ୍ରଛାତ୍ରୀଙ୍କୁ ଭସାଣି ମନା

ମୟୁରଭଞ୍ଜ: ଗଣେଶ ଭସାଣିରେ ଯୋଗ ଦେଇ ପାରିବେନି ଛାତ୍ରଛାତ୍ରୀ । ମୟୁରଭଞ୍ଜର ସମସ୍ତ ସ୍କୁଲକୁ ନୋଟିସ ଜାରି କଲେ ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଗତବର୍ଷ ଭସାଣି ସମୟରେ  ୪ ଜଣ ଛାତ୍ର ବୁଡି ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking