ଖଲ୍ଲିକୋଟ: ପାହାଡରୁ କଲେଜ ଛାତ୍ରଙ୍କ ମୃତଦେହ ଠାବ । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଶ୍ୟାମସୁନ୍ଦରପୁର ବନଦୁର୍ଗା ପାହାଡରୁ ମୃତଦେହ ଠାବ । ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର +୨ର ଛାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି ।