36.1 C
Bhubaneswar
Thursday, March 5, 2026
Homeଓଡିଶାପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ଛାତ୍ର

ପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ଛାତ୍ର

ନୂଆଦିଲ୍ଲୀ: ହରିୟାଣାର ହିସାରରେ ଛାତ୍ରମାନେ ଏକ ଭୟଙ୍କର ଅପରାଧ କରିଛନ୍ତି। ଯେତେବେଳେ ଏକ ସ୍କୁଲର ପ୍ରିନ୍ସିପାଲ ଛାତ୍ରମାନଙ୍କୁ କେଶ କାଟିବା ପରେ ଆସିବାକୁ କହିଥିଲେ, ଛାତ୍ରମାନେ ପ୍ରିନ୍ସିପାଲଙ୍କୁ ଛୁରି ଭୁସି ହତ୍ୟା କରିଥିଲେ।ହାଂସି ଏସ୍ପି ଅମିତ ଯଶବର୍ଦ୍ଧନ କହିଛନ୍ତି ନାରନୌଣ୍ଡ ସହରର ବାସ ଗାଁରେ ଅବସ୍ଥିତ କରତାର ମେମୋରିଆଲ୍ ସ୍କୁଲର ଦୁଇ ଜଣ ନାବାଳକ ଛାତ୍ର କ୍ରୋଧରେ ପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ସେ ଆହୁରି କହିଛନ୍ତି ପ୍ରାନ୍ସିପାଲ ଛାତ୍ରମାନଙ୍କୁ କେଶ କାଟି ସ୍କୁଲକୁ ଆସିବାକୁ ଏବଂ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ। ପ୍ରିନ୍ସିପାଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହିସାର ପଠାଯାଇଛି। ମାମଲାର ତଦନ୍ତ ଚାଲିଛି। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking